ଆସନ୍ତୁ ଜାଣିବା ଭଗବାନ ହନୁମାନ ଆମର କେଉଁ କେଉଁ ଗୁଣ ଉପରେ ବହୁତ ପ୍ରସନ୍ନ ଲାଭ କରନ୍ତି….

ନମସ୍କାର ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆଜି ଏଠି ଆମେ ଆପଣଙ୍କୁ କହିବୁକି ମନୁଷ୍ୟ ଶ ଜଡିତ ଏମିତି ସ୍ଵଭାଵ ଓ ଲକ୍ଷଣ ବିଷୟରେ ଯାହା ହନୁମାନ ପ୍ରଭୁଙ୍କ କୃପା ଦୃଷ୍ଟି ରହିଛି।ସାଙ୍ଗମାନେ କେବଳ ହନୁମାନ ଭଗବାନ ହିଁ ଏମିତି ଜିଏ ବହୁତ ଶିଘ୍ର ପ୍ରଶନ୍ନ ହୋଇଥାନ୍ତି।ଏମିତି କୁହାଯାଏ କି ଭଗବାନ ହନୁମାନ ଚିରଞ୍ଜିବି ଅଟନ୍ତି,ଭଗବାନ ରାମ ତାଙ୍କୁ ବରଦାନ ଦେଇଥିଲେକି ସେ କଳିଯୁଗର ଶେଷ ପର୍ଯ୍ୟନ୍ତ ବଞ୍ଚିକି ରହିବେ ଓ ଧର୍ମର ରକ୍ଷା କରିବେ।ସାଙ୍ଗମାନେ ଭଗବାନ ହନୁମାନ ଆଠ ସିଦ୍ଧିର ସ୍ୱାମୀ ଅଟନ୍ତି,ନିଜ ଭକ୍ତର ସବୁ ମନୋକାମନାକୁ ପୁରଣ କରୁଥିବା ଦୟାଳୁ ସ୍ୱଭାବର ଅଟନ୍ତି।

ଭଗବାନ ହନୁମାନ ତାଙ୍କର ପୁର୍ଣ୍ଣ ସ୍ୱରୂପରେ ଅବସ୍ଥିତ ଅଛନ୍ତି ଆଉ ଏହାର ପ୍ରମାଣ ଆମେ ପ୍ରାୟ ସବୁ ଆଡେ ଦେଖିବାକୁ ପାଇଥାଉ।ଯେଉଁ ଘରେ ସବୁଦିନ ହନୁମାନ ଚାଲିସା ପାଠ କରାଯାଏ ସେ ଘରେ କୌଣସି ନକାରାତ୍ମକ ପ୍ରଭାବ ରହିନଥାଏ।ଯେଉଁ ଘରେ ସ୍ତ୍ରୀର ସନ୍ନମାନ ହୁଏନି,ମଦ ମାଂସ ଆଦି ଖାଇଥାନ୍ତି ଓ ବୃଦ୍ଧ ଲୋକଙ୍କ ସନ୍ନମାନ ହୋଇନଥାଏ ସେଠାରେ ଭଗବାନ ହନୁମାନ ରହିନଥାନ୍ତି ଓ ଏମିତି ଘରେ ସବୁବେଳେ ଦୁଃଖର ବାସ ହୋଇଥାଏ ଓ ଲକ୍ଷ୍ମୀ ରାଗିକି ଚାଳିଯାନ୍ତି।

ଆଜି ଆମେ ଏଠି କହିବୁକି ମନୁଷ୍ୟର ଏମିତି ଲକ୍ଷଣ ବିଷୟରେ ଯେଉଁ ବ୍ୟକ୍ତି ଭିତରେ ଏମିତି ଲକ୍ଷଣ ଥାଏ ଭଗବାନ ହନୁମାନ ଟାଉପରେ କୃପା କରିଥାନ୍ତି।ହନୁମାନ ଭଗବାନଙ୍କ କୃପା ପାଇଥିବା ବ୍ୟକ୍ତି ମଧ୍ୟରେ ଛୋଟ ବେଳୁ ପରିବର୍ତ୍ତନ ହେବାକୁ ଲାଗେ।ସେ ପିଲା ତାର ବାଲ୍ୟ ଅବସ୍ଥାରୁ ହିଁ କ୍ରୋଧ ସ୍ୱଭାବର ଅଟନ୍ତି କିନ୍ତୁ ଧୀରେ ଧୀରେ ଏହାର ସ୍ଵଭାଵ ପରିଵର୍ତନ ହେବାର ଲାଗିବ।ଏମିତି ବ୍ୟକ୍ତିର ଚୁଟି ସ୍ୱଳ୍ପ ବୟସରେ ମିଶ୍ରିତ ହୋଇଥାଏ।କଳା ଓ ଗହଳିଆ କେଶ ଥିବା ମହିଳା ଉତ୍ତମ ବୋଲି ଆମେ ଜାଣିଥାଉ।

ଭଗବାନ ହନୁମାନଙ୍କ କୃପା ପ୍ରାପ୍ତ ବ୍ୟକ୍ତି ଅଳ୍ପ ବେମାର ପଡ଼ନ୍ତି ଓ ଏମାନଙ୍କ ଉପରେ କେବେ ଖରାପ ଶକ୍ତିର ପ୍ରଭାବ ପଡେନି।ହନୁମାନ ପ୍ରଭୁଙ୍କ ପ୍ରିୟ ବ୍ୟକ୍ତି ଶକ୍ତିସାଳି ହେବା ପରେବି କ୍ଷମା ସିଳ ହୋଇଥାଏ।ନିଜ ବଳ ଉପରେ କେବେ ଅଭିମାନ କରିନଥାଏ ଓ ଅନ୍ୟଙ୍କୁ ଅକାରଣରେ କଷ୍ଟ ଦେଇନଥାଏ।ଏମିତି ବ୍ୟକ୍ତିଙ୍କ ପାଖରେ ଧନ ରହୁବା ନ ରହୁ ଏମାନେ ଅନ୍ୟ ମାନଙ୍କ ସାହାର୍ଯ୍ୟ କରିଥାନ୍ତି ଓ ଦାନ ଧର୍ମ କରିବାରେ ବିଶ୍ୱାସ ରଖନ୍ତି।ଏମିତି ବ୍ୟକ୍ତି ହନୁମାନ ଭଗବାନଙ୍କ କୃପାରେ ବହୁତ ନାମ କମେଇଥାଏ।

ଯେଉଁ ଵ୍ୟକ୍ତିଙ୍କର ପ୍ରଭୁ ଶ୍ରୀରାମଙ୍କ ପ୍ରତି ନିଷ୍ଠା ଓ ଭକ୍ତି ଭାବ ଥାଏ ତାଉପରେ ଭଗବାନ ହନୁମାନ ସବୁବେଳେ ଦୟାପୁର୍ଣ୍ଣ ରୁହନ୍ତି।ଯେଉଁ ବ୍ୟକ୍ତି ଉପରେ ହନୁମାନ ଭଗବାନଙ୍କ କୃପା ଥାଏ ସେ ବ୍ୟକ୍ତି କେବେ ବିଚଳିତ ହୋଇନଥାଏ ଓ ସାବଧାନର ଶହ ନିଜ କାମ କରିଥାଏ।ଏମିତି ବ୍ୟକ୍ତି ଦୁଃଖରେ ସମସ୍ତଙ୍କ ଶହ ଠିଆ ହୋଇଥାଏ ଓ ଦୁଖରେ ସମସ୍ତଙ୍କୁ ସାହାର୍ଯ୍ୟ କରେ,ବିପରିତ ପରିସ୍ଥିତିରେ ଦୁଃଖକୁ ହସି ହସି ସହିଥାଏ।ଏମାନେ ଶତ୍ରୁ ଆଗରେ ଡରିନଥାଆନ୍ତି।

ହନୁମାନ ଭଗବାନ କୃପା ପ୍ରାପ୍ତ ମହିଳା ମାନେ ଘର କାର୍ଯ୍ୟରେ ଦକ୍ଷତା ସମ୍ପର୍ଣ୍ଣ ଅଟନ୍ତି।ଏମିତି ମହିଳା ଶିଘ୍ର ଉଠନ୍ତି ଓ ନିଜ ଜୀବନ ସାଥି ଶହ କେବେବି ଧୋକା କରନ୍ତି ନାହିଁ।ଏମିତି ସ୍ତ୍ରୀ ଶହ ବିବାହ କରୁଥିବା ପୁରୁଷ ଭାଗ୍ୟ ସାଳି ବୋଲି ମାନିଥାଉ।ହନୁମାନ ଭକ୍ତ ବ୍ୟକ୍ତି ପର ସ୍ତ୍ରୀକୁ ଖରାପ ନଜରରେ ଦେଖନ୍ତି ନାହିଁ ଓ ସ୍ତ୍ରୀକୁ ସନ୍ନମାନ କରୁଥିବା ବ୍ୟକ୍ତି ଅଟନ୍ତି।ଏମିତି ପୁଅ ସନ୍ନମାନ କୁ ମହତ୍ୱ ଦେଇଥାଆନ୍ତି ଓ ଖରାପ କାମ କରିବାରୁ ବଞ୍ଚିତ ରହିଥାଏ।ଏମାନେ ଅନ୍ୟକୁ ବାଣ୍ଟି ନିଜେ ଅଳ୍ପ ଖାଇ ସନ୍ତୁଷ୍ଟ ରହନ୍ତି ଦରକାର ପଡିଲେ ଶତ୍ରୁକୁ ସାହାଯ୍ୟ କରନ୍ତି ଏମାନେ ଲୋଭି ହୋଇନଥାନ୍ତି ଓ ଅନ୍ୟ ଶହ ଛନ୍ଦ କପଟ କରିନଥାନ୍ତି।

Leave a Reply

Your email address will not be published. Required fields are marked *