ଶୋଇବା ଆଗରୁ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରିବା ଦ୍ୱାରା ଜାଣନ୍ତୁ କଣ ହୋଇଥାଏ ଏହାର ସୁଫଳ

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁକି ଶୋଇବା ପୁର୍ବରୁ ଯଦି ଆପଣ ପାଦ ତଳର ମାଲିସ କରୁଛନ୍ତିତ।ଏମିତି କେଉଁ ରୋଗ ଅଟେ ଯାହା ମାଲିସ ଦ୍ୱାରା ଠିକ କରାଯାଇ ପାରିବ ଓ ସବୁଠୁ ମୂଖ୍ୟ ଜିନିଷ କେଉଁ ତେଲ ବ୍ୟବହାର କରିବ।ଆମ ପାଦତଳେ ଏମିତି ବହୁତ ପେଏଣ୍ଟ ଅଛି ଯାହା ଅଲଗା ଅଲଗା ଅଙ୍ଗ ଦ୍ୱାରା ଜଡିତ।ଯଦି ଏ ପଏଣ୍ଟ ଗୁଡିକୁ ରାତିରେ ମାଲସ କରାଯାଏ ତ ଏହା ଶରୀରକୁ ବହୁତ ଲାଭ ପ୍ରଦାନ କରିଥାନ୍ତି।ଆମେ ଆପଣଙ୍କୁ କହିବୁକି ଶୋଇବା ଆଗରୁ ହାଲ୍କା ଉଷୁମ ସୋରିଷ ତେଲ ଦ୍ୱାରା ମାଲିସ କରିବା ଦ୍ୱାରା ଅବିଶ୍ଵନିୟ ଲାଭ ହୋଇଥାଏ।ଏହି ତେଲରେ ବହୁତ ସ୍ୱାସ୍ଥ୍ୟ ପ୍ରଦ ଓ ଲାଭ ଦାଇ ଉପାୟ ଥାଏ ଯାହା ଆମ ଶରିରରୁ ବିନ୍ଧା ଭଲ କରିବା ଶହ ବିଭିନ୍ନ ଲାଭ ପ୍ରଦାନ କରିଥାଏ।ରାତିରେ ଶୋଇବା ସମୟରେ ଯଦି ପାଦତଳକୁ ଭଲ ଭାବରେ ସୋରିଷ ତେଲରେ ମାଲିସ କରାଯାଏ ଆମ ଆଖିର ଦୃଷ୍ଟି ଶକ୍ତି ବଢିଥାଏ।

ଏହି ଉପାୟ ଦ୍ୱାରା ରକ୍ତଚାପ ଓ ରକ୍ତ ପ୍ରବାହ ଠିକ ରହିଥାଏ ଓ ନିମ୍ନ ରକ୍ତ ଚାପକୁ ଠିକ କରିବା ପାଇଁ ଶୋଇବା ଆଗରୁ ୧୦ ମିନିଟ ପର୍ଯ୍ୟନ୍ତ ପାଦର ମାଲିସ କରିବା ଦ୍ୱାରା ଆମ ଶରୀରରେ ମୁଁଣ୍ଡରୁ ନେଇ ଗୋଡ଼ ପର୍ଯ୍ୟନ୍ତ ରକ୍ତସଂଚାଳନ ଠିକ କରିଥାଏ।ଯେଉଁ ମାନଙ୍କୁ ମଧୁମେହ କାରଣରୁ ପାଦ ତଳେ ଝିମ ଝିମ ହୋଇଥାଏ ଓ ପାଦ ତଳ ବିନ୍ଧା ହୋଇଥାଏ। ଯେଉଁମାନଙ୍କ ଗଣ୍ଠିରେ ବହୁତ ଦରଜ ରହିଥାଏ ଓ ଟାଣି ହୋଇଥାଏ ସେମାନେ ବି ରାତିରେ ଶୋଇଲା ବେଳେ ପାଦତଳ ମାଲିସ କରିକି ଶୋଇବା ଆବଶ୍ୟକ।ଭଲଭାବରେ କରାଯାଇଥିବା ମାଲିସ ପାଦ ଓ ତାର ମାଂସ ପେଷିକୁ ଆରାମ ଦେଇଥାଏ ଓ ପାଦରେ ଆସିଥିବା ଫୁଲା ପଣ ଏ ମାଲିସ ଦ୍ୱାରା ଓଲହେଇ ଯାଇଥାଏ ଯେଉଁ କାରଣରୁ ପାଦ ଦରଜରେ ଆମକୁ ଆରାମ ମିଳିଥାଏ।


ଯଦି ମାଲିସ କରିବା ଆଗରୁ ପାଦକୁ ହାଲ୍କା ଉଷୁମ ପାଣି ସାହାଯ୍ୟରେ ଧୋଇଦେବା ଦ୍ୱାରା ରେଜଲ୍ଟ ଆହୁରି ଭଲ ମିଳିଥାଏ। ଶୋଇବା ଆଗରୁ ପାଦତଳେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରିବା ଦ୍ୱାରା ଶରୀରର ମେଟାବୋଲିସିମ ଠିକ ରହିଥାଏ।ଶରୀରରେ ଜମା ରହୁଥିବା ମୋଟାପଣ ଶରୀରର ବିଭିନ୍ନ ରୋଗର କାରଣ ହୋଇଥାଏ ଶରୀରକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ତାର ମାଲିସ କରିବା ଦ୍ୱାରା ଶରୀରରେ ଥିବା ଚର୍ବୀ ମେଲଟ ହବାକୁ ଲାଗିଥାଏ ଓ ଏହା ଦ୍ୱାରା ଓଜନ କମ କରିବାରେ ସାହାଯ୍ୟ ହୋଇଥାଏ।

ଦିନସାରା ଦୌଡା ଦୌଡ଼ି ପରେ ମସ୍ତିସ୍କ ଥକିବାକୁ ଲାଗିଥାଏ ସେଥିପାଇଁ ବହୁତ ଲୋକ ଶୋଇପାରନ୍ତିନି ସେ ସମୟରେ ରାତିରେ ପାଦର ମାଲିସ ଦ୍ୱାରା ବହୁତ ଭଲ ନିଦ ଆସିଥାଏ।ଚିନ୍ତା,ବିଚଳତାକୁ ଦୁର କରିଥାଏ ମୁଣ୍ଡକୁ ଥଣ୍ଡା ରଖିଥାଏ ସମ୍ପୁର୍ଣ୍ଣ ଶରୀରକୁ ଆରାମ ଦେଇଥାଏ ଏହି ମାଲିସ ଦ୍ୱାରା ତା ସହିତ ସୋରିଷ ତେଲର କେତେ ବୁନ୍ଦା ନାହିରେ ପକେଇବା ଦ୍ୱାରା ଆମ ଶରୀରକୁ ବହୁତ ଫାଇଦା ମିଳିଥାଏ ଯେମିତିକି ପିଠି ଦରଜ,ହଜମ ପ୍ରକ୍ରିୟା ଓ ବିଭିନ୍ନ ପ୍ରକାର ଆଦି ସମସ୍ୟାରୁ ଲାଭ ମିଳିଥାଏ।ପାଦତଳେ ମାଲିସ କରିବା ପରେ ଆଙ୍ଗୁଳି ଆଦିର ଭଲ ଭାବରେ ମାଲିସ କରିବା ଉଚିତ ଯାହା ଫଳରେ ଆପଣଙ୍କୁ ଭଲ ଓ ସୁସ୍ଥ ଅନୁଭବ କରିବେ।

Leave a Reply

Your email address will not be published. Required fields are marked *